Jump to content

ରକ୍ତ ବେଳା

ଉଇକିଅଭିଧାନ‌ରୁ

ରକ୍ତ ବେଳା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ଅଜଗଲ୍ଲିକା; ଶିଶୁମାନଙ୍କର ମଣ୍ଡରେ ଓ ଦେହରେ ନାଲିଆ ବ୍ରଣ ବା ବିସ୍ଫୋଟକ ବାହାରିବା ରୂପ ଚର୍ମରୋଗ; ବିଷିଫୋଟକା —Gumrash; strophulus; a cutaneous disease peculiar to infants.

[ ଦ୍ର—ଏହା ୩ ପ୍ରକାରର ହୁଏ ===

୧. ପାଣ୍ଡୁଲୋହିତ ବେଳା —୧. Strophulus Candidus.
୨. ପ୍ରସିତଲୋହିତ ବେଳା — ୨. Strophulus Confurtus.
୩. ରକ୍ତ ଚିହ୍ନିତ ବେଳା —୩. Strophulus Intertinctus.