Jump to content

ରକ୍ତ ମାଂସ ଦେହ

ଉଇକିଅଭିଧାନ‌ରୁ

ରକ୍ତ ମାଂସ ଦେହ

ଉଚ୍ଚାରଣ

[ସମ୍ପାଦନା]

(ରକ୍ତ ମାଂସ ଶରୀର—ଅନ୍ୟରୂପ)

ଅନୁବାଦ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଦ୍ୱନ୍ଦ ଓ ମ. ପ. ଲୋ)

[ସମ୍ପାଦନା]
୧. ରକ୍ତ ଓ ମାଂସରେ ନିର୍ମିତ ଜୀବଦେହ — ୧. Body made of blood and flesh.
୨. ସାଧାରଣ ଜୀବ ଶରୀର —
୨. The body of an ordinary being.
୩. ଜୀବଶରୀରଧାରୀ ବ୍ୟକ୍ତି —୩. A person of flesh and blood.

[ ଦ୍ର—ଶରୀରଧାରୀ ବ୍ୟକ୍ତିର କାମ, କ୍ରୋଧ, ଲୋଭ, ମୋହ, ମଦ, ମାତ୍ସର୍ଯ୍ୟ ଅଛି ଶରୀରଧାରୀ ମାତ୍ରକେ ଏଥିରୁ କେହି ମୁକ୍ତ ନୁହନ୍ତି ଏପରି ସ୍ଥଳରେ ଉକ୍ତ ରିପୁ— ମାନଙ୍କ ଉଦ୍ରେବକର କୌଣସି ଘଟନା ଘଟିଲେ ଘଟିଲେ ଲୋକେ କହି ଥାଆନ୍ତି "ମୁଁ ରକ୍ତ ମାଂସର ଦେହ ବା ଷଡ଼ିପୁ— ଜର୍ଜରିତ ଶରୀର ଧାରଣ କରି ଏହା ସହ୍ୟ କରିବା ମୋ ପକ୍ଷରେ ଅସମ୍ଭବ]