ରକ୍ତ ମାଗିବା
ଦେଖଣା
ରକ୍ତ ମାଗିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ରକ୍ତ ମାଗିବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. (ଦେବୀ) କୌଣସି ଜୀବକୁ ବଳି ରୂପେ ପାଇବାକୁ ସପନାଇବା ବା ସୂଚନା କରିବା — ୧. To ask for the blood of acertain animal as victim.
- ୨. (ଲକ୍ଷଣାର୍ଥେ) ଶତ୍ରୁକୁ ଯୁଦ୍ଧାର୍ଥେ ଆହ୍ୱାନ କରିବା —୨. (flgurative) To call an enemy forth to a mortal fight.