Jump to content

ରକ୍ତ ମୁଖ

ଉଇକିଅଭିଧାନ‌ରୁ

ରକ୍ତ ମୁଖ

ଉଚ୍ଚାରଣ

[ସମ୍ପାଦନା]
(ରକ୍ତ ମୁଖା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଂ(ବହୁବ୍ରୀହି)

[ସମ୍ପାଦନା]
୧. ଯାହାର ମୁହଁର ବର୍ଣ୍ଣ ରକ୍ତ — ୧. Red-faced.
୨. ଯାହାର ମୁଁହ ରୁଧିରକ୍ତ —୨. Having the face besmeared with blood.

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ରୋହୀ ମାଛ (ଦ୍ରବ୍ୟଗୁଣ) —Rohi flsh.