ରକ୍ତ ରେଣୁ
ଦେଖଣା
ରକ୍ତ ରେଣୁ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୧. (କର୍ମଧା)—ନାଲି ଗୁଣ୍ଡା —୧. Red powder.
- ୨. ସିନ୍ଦୁର —୨. Red lead; vermilion.
- ୩. (ବହୁବ୍ରୀହି) ପଲାଶ ଫୁଲର କଢ଼ — ୩. Bud of the Butea Frondosa flower (Apte).
- ୪. ନାଗେଶ୍ୱର ଗଛ —୪. Mesua ferra.
- ୫. କ୍ରୁଦ୍ଧବ୍ୟକ୍ତି —୫. An angry person; a person furious with rage.