Jump to content

ରକ୍ତ ଲୋଚନ

ଉଇକିଅଭିଧାନ‌ରୁ

ରକ୍ତ ଲୋଚନ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବି—(କର୍ମଧାରୟ)

[ସମ୍ପାଦନା]
୧. ଆରକ୍ତ ନେତ୍ର — ୧. Blood-red eyes.
୨. ରୋଷକଷାୟିତ ଚକ୍ଷୁ —୨. Eyes reddened with rage
୩. (ବହୁବ୍ରୀହି) ପାରା —୩. Pigeon.
୪. କପୋତ —୪. Dove.
୫. ଶିବ; ମହାଦେବ — ୫. God Siba

ବିଶେଷଣ - (ବହୁବ୍ରୀହି)

[ସମ୍ପାଦନା]

ରଙ୍ଗ ଚକ୍ଷୁଯୁକ୍ତ —Red-eyed; having red eyes.