ରକ୍ତ ଶିଗ୍ରୁ

ଉଇକିଅଭିଧାନ‌ରୁ

ରକ୍ତ ଶିଗ୍ରୁ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

[ଅନ୍ୟ ସଂସ୍କୃତ - ନାମ—କେଶରୀ, ମଧୁ, ମଧୁଶିଗ୍ରୁ, ମୃଗାରି, ରକ୍ତକ, ବହୁଳଚ୍ଛଦ, ସିଂହ]

ସଂସ୍କୃତ - ବିଶେଷ୍ୟ -[ସମ୍ପାଦନା]

ନାଲି ସଜନା —Red variety of horse- radish tree.

[ଦ୍ରଷ୍ଟବ୍ୟ —ଏହା ସଜନାର ସବୁ ଗୁଣଯୁକ୍ତ ଓ ବିଶେଷତଃ ଏହି ଅଗ୍ନି ପ୍ରଦୀପକ ଓ ସାରକ ଏଥିର ବଳୃଳର ଓ ପତ୍ରର ରସ ବେଦନା— ପ୍ରଶମକ—ଦ୍ରବ୍ୟଗୁଣ]