ରକ୍ତ ଶୁଖିଯିବା
ଦେଖଣା
ରକ୍ତ ଶୁଖିଯିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ରକ୍ତ ଶୁଖିଯିବା
|
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ନିର୍ଜୋରିଆ ହେବା; ଅତି ଦୂର୍ବଳ ହେବା —୧. Becoming week; want of blood in the system.
- ୨. (ଲକ୍ଷଣାର୍ଥ)— ଅତ୍ୟନ୍ତ ଭୟରର୍ ବିବର୍ଣ୍ଣ ହୋଇଯିବା; ପିଳେହି ଚମକିବା; ପିଳେହି ପାଣି ହୋଇଯିବା —୨. (figurative) Becoming pale through fear (similar expression in English, the blood to become curdled).
[ଦ୍ରଷ୍ଟବ୍ୟ —କୌଣସି ବ୍ୟକ୍ତିର ଅତ୍ୟନ୍ତ ଭୟାତୁର ଅବସ୍ଥାକୁ ଲକ୍ଷ୍ୟ କରି ଲୋକେ କହନ୍ତି, ତା ଦେହରୁ ରକକ୍ତ ଶୁଖିଗଲା; ସେ କଳାକାଠ ପଡ଼ିଗଲା; ତାକୁ କାଟି ଦେଲେ ତା ଦିହରୁ ଟୋପାଏ ରକ୍ତ ବାହାରିବ ନାହିଁ]