ରକ୍ତ ଶୋଷକ
ଦେଖଣା
ରକ୍ତ ଶୋଷକ
ଉଚ୍ଚାରଣ
[ସମ୍ପାଦନା](ରକ୍ତ ଶୋଷିକା—ସ୍ତ୍ରୀ)
ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ଉପପଦ; ରକ୍ତ+ଶୋଷକ)
[ସମ୍ପାଦନା]- ୧. ଯେ ରକ୍ତ ଶୋଷିନିଏ — ୧. Blood-sucking.
- ୨. ଶରୀରରୁ ରକ୍ତକୁ ଶୁଖାଇ ଦେବା (ଔଷଧ) —୨. (medicine) Having the power of effect of drying the blood in the system.
ସଂସ୍କୃତ - ବିଶେଷ୍ୟ - ପୁଲିଙ୍ଗ -
[ସମ୍ପାଦନା]ରକ୍ତ ଶୋଷଣକାରୀ ଜୀବ —Blood-sucker.