ରକ୍ତ ଶୋଷିବା
ଦେଖଣା
ରକ୍ତ ଶୋଷିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ରକ୍ତ ଶୋଷିବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. (ବାଘ ଯେପରି ହତ ଜୀବର ତଣ୍ଟି କଣା କରି ରକ୍ତ ଶୋଷେ) ପ୍ରାଣୀର ଦେହରେ କଣା କରି ମୁହଁ ଲଗାଇ ରକ୍ତକୁ ଶୋଷିନେବା —୧. To suck blood out of the body of an animal.
- ୨. (ଲକ୍ଷଣାର୍ଥ) (ଡାହାଣୀ ପରି) ମନୁଷ୍ୟକୁ ଅନ୍ତଃସାରଶୂନ୍ୟ କରିବା (ଡ଼ାହାଣୀ ତଳେ ଟୀକା ଦେଖ) — ୨. (Figurative) To suck the life- blood out of a person (as a witch).