ରକ୍ତ ସରସର
ଦେଖଣା
ରକ୍ତ ସରସର
ଉଚ୍ଚାରଣ
[ସମ୍ପାଦନା][ରକ୍ତ ସର୍ସର, ରକ୍ତ ଜୁଡ଼୍ (ଡ଼ୁ)ବୁଡ଼୍ (ଡ଼ୁ)—ଅନ୍ୟରୂପ]
ଅନୁବାଦ
[ସମ୍ପାଦନା]ରକ୍ତ ସରସର
|
ଦେଶଜ - ବିଣ—(ସଂସ୍କୃତ - ରକ୍ତ ଜର୍ଜର)
[ସମ୍ପାଦନା]- ୧. ରକ୍ତରଞ୍ଜିତ — ୧. Besmeared with blood.
- ୨. ରକ୍ତ ରଞ୍ଜିତ; ଯେଉଁ ବସ୍ତୁରୁ ଟୋପା ଟୋପା ହୋଇ ରକ୍ତ ବହୁଥାଏ —୨. (a thing) From which blood is falling down by drops.