ରକ୍ତ ସାର
ଦେଖଣା
ରକ୍ତ ସାର
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୧. ରକ୍ତ ଚନ୍ଦନ (ଦେଖ) - ୧. Rakta chandana (See)
- ୨. ବକମ ଗଛ —୨. Sappan wood.
- ୩. ରକ୍ତ ଖଦିର (ଦେଖ) - —୩. Rakta khadira (See)
- ୪. ଅମ୍ଳବେତସ —୪. A sort of sorrel or dock.
- ୫. ବାରାହୀକନ୍ଦ (ହିନ୍ଦୀ - ଶ) —୫. A kind of yam.