ରକ୍ତ ସ୍ରାବ

ଉଇକିଅଭିଧାନ‌ରୁ

ରକ୍ତ ସ୍ରାବ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବି—(୬ଷ୍ଠୀ ତତ୍)[ସମ୍ପାଦନା]

୧. ଦେହରୁ ରକ୍ତଧାର ବୋହିବା — ୧. Copious bleeding; discharge of blood; sanguifluxus.
୨. ଘୋଡ଼ାଙ୍କ ଆଖିରୁ ରକ୍ତ ବା ନାଲି ପାଣି ବହିବା ରୋଗବିଶେଷ (ହିନ୍ଦୀ - ଶ) —୨. A disease of the horse in which blood or red waterry substance comes out of its eyes.