ରକ୍ତ ହୀନ

ଉଇକିଅଭିଧାନ‌ରୁ

ରକ୍ତ ହୀନ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ରକ୍ତଶୂନ୍ୟ—ଅନ୍ୟରୂପ)

ସଂସ୍କୃତ - ବିଶେଷଣ - (୩ୟା ତତ୍)[ସମ୍ପାଦନା]

୧. ଯାହାର ଦେହରେ ରକ୍ତ ନାହିଁ — ୧. Bloodless; cold blooded.
୨. ନିରକ୍ତିଆ; ଯାହାର ଶରୀରରେ ରକ୍ତର ଅଳ୍ପତା ଘଟିଅଛି —୨. Anaemic.
୩. ଯେଉଁ ବିପ୍ଳବାଦିରେ ନରହତ୍ୟା ହୁଏ ନାହିଁ —୩. Bloodless (revolution) not accompanied with bloodshed.