Jump to content

ରକ୍ଷ

ଉଇକିଅଭିଧାନ‌ରୁ

ରକ୍ଷ

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ରକ୍ଷ ଧାତୁ+ଭାବ. ଅ)

[ସମ୍ପାଦନା]
୧. ରକ୍ଷଣ; ତ୍ରାଣ —୧. Preserving; protecting from harm; saving from danger.
୨. (+କର୍ତ୍ତୃ. ଅ) ରକ୍ଷକ, ତ୍ରାଣକର୍ତ୍ତା —୨. Protector; saviour.
୩. ଜଗୁଆଳି —୩. A guard.
୪. ଲାଖ (ହିନ୍ଦୀ - ଶ) — ୪. Shell lac.

ବିଶେଷଣ - ପୁଂ. (+କର୍ତ୍ତୃ. ଅ) ରକ୍ଷାକାରୀ

[ସମ୍ପାଦନା]

Protecting; preserving.

ଦେଶଜ - ବିଶେଷ୍ୟ - (ସଂସ୍କୃତ - ରକ୍ଷସ୍)

[ସମ୍ପାଦନା]

Demon.

(ଉ—ବ୍ୟାଘ୍ର ଗନ୍ଧ ଆଘ୍ରାଣେ ଗୋ ପରି ପଳାୟିତ, ବୋଲି ବେନି ଅର୍ଥେ ରକ୍ଷ ରକ୍ଷ ଋଷି ବ୍ରାତ ଭଞ୍ଜ. ବୈଦେହୀଶ ବିଳାସ)

କ୍ରିୟାପଦ -

[ସମ୍ପାଦନା]

(ତୁମ୍ଭେ) ରକ୍ଷା କର —(you) save (you) protect.