Jump to content

ରକ୍ଷକ

ଉଇକିଅଭିଧାନ‌ରୁ

ରକ୍ଷକ

ଉଚ୍ଚାରଣ

[ସମ୍ପାଦନା]
(ରକ୍ଷିକା—ସ୍ତ୍ରୀ)
  • (file)
  • (file)

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ରକ୍ଷ ଧାତୁ+କର୍ତ୍ତୃ. ଅକ)

[ସମ୍ପାଦନା]
୧. ରକ୍ଷାକର୍ତ୍ତା —୧. Saving.
୨. ପାଳନକର୍ତ୍ତା —୨. Protecting.

ବିଶେଷ୍ୟ -

[ସମ୍ପାଦନା]
୧. ଅଭିଭାବକ —୧. Guardian.
୨. ପାଳକ — ୨. Protector.
୩. ତ୍ରାଣକାରୀ ବ୍ୟକ୍ତି — ୩. Saviour.
୪. ଜଗୁଆଳି; ପହରାବାଲା — ୪. Watch; guard.
୫. ମାରଫତ୍ଦାର୍ — ୫. Keeper; custodian.
୬. ଶାସକ — ୬. Rular.

[ଦ୍ରଷ୍ଟବ୍ୟ —ରକ୍ଷକ ଭକ୍ଷକ ହେବା ନ୍ୟାୟ— ଯାହା ଜିମା କୌଣସି ପଦାର୍ଥକୁ ରକ୍ଷା କରିବା ଭାର ଥାଏ, ସେ ଯେବେ ରକ୍ଷିତ ପଦାର୍ଥକୁ ଆତ୍ମସାତ୍ କରେ, କିମ୍ୱା ପାଳନ— କର୍ତ୍ତା ଯେବେ ବିନାଶ ଘଟାଇବାକୁ ବସେ ତେବେ ସେ ସ୍ଥଳରେ ଏହି ଉପମା ଦିଆଯାଏ]