ରକ୍ଷଣ
ଦେଖଣା
ରକ୍ଷଣ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - (ରକ୍ଷ ଧାତୁ+ଭାବ. ଅନ)
[ସମ୍ପାଦନା]- ୧. ରକ୍ଷା; ପାଳନ — ୧. Preserving; protecting.
- ୨. ପରିତ୍ରାଣ —୨. Saving.
- ୩. ଆଶ୍ରୟ ଦାନ — ୩. Sheltering; giving shelter.
- ୪. ପାଖରେ ରଖିବା —୪. Keeping; custody.
- ୫. (+କର୍ତ୍ତୃ. ଅନ) ବିଷ୍ଣୁ —୫. A name of Bishṇu. (Apte).
ସଂସ୍କୃତ - ବିଶେଷଣ - (+ କର୍ତ୍ତୃ. ଅନ)
[ସମ୍ପାଦନା]ରକ୍ଷକ —Protecting.