Jump to content

ରକ୍ଷଣାବେକ୍ଷଣ

ଉଇକିଅଭିଧାନ‌ରୁ

ରକ୍ଷଣାବେକ୍ଷଣ

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷ୍ୟ - (ସହଚର ଶବ୍ଦ; ରକ୍ଷଣ+ଅବେକ୍ଷଣ)

[ସମ୍ପାଦନା]

ପାଳନ ଓ ତତ୍ତ୍ୱାବଧାରଣ; ଜଗାରଖା — Maintenance and supervision.