Jump to content

ରକ୍ଷଣୀ

ଉଇକିଅଭିଧାନ‌ରୁ

ରକ୍ଷଣୀ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

[ଅନ୍ୟ ସଂ—ବଳଭଦ୍ରା, ତ୍ରାୟମାଣା, ତ୍ରାୟନ୍ତୀ, ଗିରଜା, ଅନୁଜା, ବଳଭଦ୍ରିକା, ବାର୍ଷିକ, ବାର୍ଷିକା, ବଳଦେବା, ସୁଭଦ୍ରାଣ, ଭଦ୍ରନାମିକା, କୃତତ୍ରା, ତ୍ରାୟମାଣିକକା, ସୁକମା, ମଙ୍ଗଲ୍ୟାର୍ହ ଦେବବଳା, ପାଳିନୀ, ଭୟନାଶିନୀ, ଅବନୀ, ତ୍ରାଣା] ଓ. ଭଦରଭଦଳିଆ

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ତ୍ରାୟାମାଣା (ଦେଖ) - —Name of a creeper, Thalictrum Faliolosum; Ficus Heterophylla.



ରକ୍ଷଣୀ

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ରକ୍ଷାକର୍ତ୍ତା —Protector.

[ଉ—ବିହାୟସୁ ଦେବବାଣୀ, ତୋ ପ୍ରସୁପୃଥ୍ୱୀ ରକ୍ଷଣୀ, ନିଶା ଦୋଷା ହୋଇଲା ପ୍ରକାରେ ଯେ—ଭଞ୍ଜବୈଦେହୀଶବିଳାସା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. ରକ୍ଷଣି (ଦେଖ) - —୧. Rakshaṇi (See)
୨. ଲଗାମ —୨. Rein; bridle (Apte).