Jump to content

ରକ୍ଷଣୀୟ

ଉଇକିଅଭିଧାନ‌ରୁ

ରକ୍ଷଣୀୟ

ଉଚ୍ଚାରଣ

[ସମ୍ପାଦନା]
(ରକ୍ଷଣୀୟା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - (ରକ୍ଷ୍ ଧାତୁ+କର୍ମ ଅନୀୟ)

[ସମ୍ପାଦନା]
୧. ରକ୍ଷିତ ହେବା— ଯୋଗ୍ୟ; ପାଳନୀୟ —୧. fit to be preserved or guarded or protected.
୨. ଆଶ୍ରୟ ପାଇବା ଯୋଗ୍ୟ — ୨. Fit to be afforded shelter.