Jump to content

ରକ୍ଷସୃଷ୍ଟି

ଉଇକିଅଭିଧାନ‌ରୁ

ରକ୍ଷସୃଷ୍ଟି

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଦେଶଜ - ବିଶେଷ୍ୟ - (ସଂସ୍କୃତ - ରକ୍ଷଃ ସୃଷ୍ଟି)

[ସମ୍ପାଦନା]

ରାକ୍ଷସବଂଶ; ରାକ୍ଷସସମୂହ —The demonworld; all the demons.

[ଉ—ବିନାଶିବେ ଏ ରକ୍ଷ୍ୟ ସୃଷ୍ଟିକି ନାହିଁ ରକ୍ଷ, ଉଠୁ ଅଛନ୍ତି ଚେତି ଯେ—ଭଞ୍ଜ ବୈଦେହୀଶବିଳାସ]