ରକ୍ଷାଧିକୃତ
(ରାଜାଙ୍କଦ୍ୱାରା) ଜଗିବା ପାଇଁ ନିଯୁକ୍ତ — Employed or appointed (by the Government) to guard
ରାଜାଙ୍କ ନିଯୁକ୍ତ ଶାସନକର୍ତ୍ତା —A Governor; a magistrate, a Superintendent.