ରକ୍ଷାପେକ୍ଷକ
ଦେଖଣା
ରକ୍ଷାପେକ୍ଷକ
ଉଚ୍ଚାରଣ
[ସମ୍ପାଦନା](ରକ୍ଷାପେକ୍ଷିକା—ସ୍ତ୍ରୀ)
ସଂସ୍କୃତ - ବିଶେଷ୍ୟ - ପୁଲିଙ୍ଗ - (ରକ୍ଷା+ଅପେକ୍ଷକ)
[ସମ୍ପାଦନା]- ୧. ଦ୍ୱାରୀ; ଦ୍ୱାର ରକ୍ଷକ —୧. Door-keeper; a porter.
- ୨. ଅନ୍ତଃପୁରରକ୍ଷକ — ୨. A person engaged to guard the female compartments.
- ୩. ନପୁଂସକ ବ୍ୟକ୍ତି — ୩. An eunoch.
[ଦ୍ରଷ୍ଟବ୍ୟ —ପୂର୍ବେ ନପୁଂସକମାନଙ୍କୁ ରାଜନ୍ତଃପୁରର ରକ୍ଷା କାର୍ଯ୍ୟରେ ନିଯୁକ୍ତ କରା ଯାଉଥିଲା]
- ୪. ନଟ —୪. An actor.
- ୫. ଭଣ୍ଡ — ୫. A Jester.
- ୬. ଅପ୍ରାକୃତିକ ଉପାୟରେ ଇନ୍ଦ୍ରିୟବୃତ୍ତି ଚରିତାର୍ଥ କରିବାପାଇଁ ରକ୍ଷିତ ବାଳକ —୬. A catamite (Apte).