ରକ୍ଷା କବଚ
ଦେଖଣା
ରକ୍ଷା କବଚ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ମ. ପ. ଲୋ)
[ସମ୍ପାଦନା]- ୧. ଶତ୍ରୁର ଆକ୍ରମଣରୁ ଶରୀରୁ ବଞ୍ଚାଇବା ପାଇଁ ବ୍ୟବହୃତ ସାଞ୍ଜୁ —୧. Protective armour.
- ୨. ବ୍ୟାଧିରୁ ବା ତାନ୍ତ୍ରିକ ଅଭିଚାରରୁ ବା ବିପଦରୁ ରକ୍ଷା ପାଇବା ନିମନ୍ତେ ଦେହରେ ଧାରଣ କରା ଯିବା ଅଭିମନ୍ତ୍ରିତ ଡ଼େଉଁରିଆ —୨. Consecrated amulet or casket worn to save one's self from calamity.
- ୩. ରାଖି (ଦେଖ) - — ୩. Rākhhi (See)