ରକ୍ଷା କରିବା
ଦେଖଣା
ରକ୍ଷା କରିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ରକ୍ଷା କରିବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. ବିପଦରୁ ବଞ୍ଚାଇବା —୧. To save from danger.
- ୨. ଜଗିବା — ୨. To guard; to watch.
[ଉ—ଦୂର୍ଯ୍ୟୋଧନ ଶୁନି କର୍ଣ୍ଣ ପୃଷ୍ଠ ଦେଶ, ରକ୍ଷା କରିଣ ଯୁଦ୍ଧ କଲେ ବହି ତୋଷ କୃଷ୍ଣସିଂହ. ମହାଭାରତ. ବନ)
- ୩. ହେପାଜିତ୍ କରିବା —୩. To take care of.
- ୪. ସାଇତିବା —୪. To keep.
- ୫. ଜିମା ନେବା — ୫. To be in the custody of.
- ୬. (ଲକ୍ଷଣାର୍ଥ) ଉତ୍ତମ ବା ମଙ୍ଗଳମୟ କାର୍ଯ୍ୟ କରିବା —୬. (figurative To save a situation by certain action.
(ଯଥା—ତୁ ରକ୍ଷା କଲୁ ଯେ, ମତେ ଏ ବିପଦ ବେଳେ ସାହାର୍ଯ୍ୟ କଲୁ)