Jump to content

ରକ୍ଷା ପତ୍ର

ଉଇକିଅଭିଧାନ‌ରୁ

ରକ୍ଷା ପତ୍ର

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ମ. ପ. ଲୋ)

[ସମ୍ପାଦନା]
୧. ଭୂର୍ଜବୃକ୍ଷ —୧. The Birch tree; Papyrus.

[ଦ୍ରଷ୍ଟବ୍ୟ —ଏହାର ଛାଲରେ ରକ୍ଷା ମନ୍ତ୍ର ଲେଖାଯାଏ ରକ୍ଷାକବଚାଦିରେ ପୂରାଯାଏ]

୨. ଭୂର୍ଜପତ୍ର; ଭୂର୍ଜ ବୃକ୍ଷର ଛାଲି —୨. The paper-like bark of Birch tree.
୩. ଧଳା ସୋରିଷ (ହିନ୍ଦୀ - ଶ.) —୩. White rye.