ରକ୍ଷା ପ୍ରଦୀପ
ଭୂତ ପ୍ରେତ ଆଦିଙ୍କ ବାଧାରୁ ରକ୍ଷା ପାଇବା ନିମନ୍ତେ ତନ୍ତ୍ରୋକ୍ତ ବିଧାନ ଅନୁସାରେ ପ୍ରଜ୍ୱାଳିତ ଦୀପ (ହିନ୍ଦୀ - ଶ) — A lamp lighted as a charm against the influence of evil spirits.