ରକ୍ଷା ସୂତ୍ର
ଆତ୍ମରକ୍ଷାର୍ଥ ହାତରେ ବନ୍ଧାଯିବା ଅଭିମନ୍ତ୍ରିତ ସୂତା; ରାଖି —A knot of consecrated string tied round the hand, in order to save ones self from evil in fluences.