Jump to content

ରକ୍ଷିକ

ଉଇକିଅଭିଧାନ‌ରୁ

ରକ୍ଷିକ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ରକ୍ଷି+କ)

[ସମ୍ପାଦନା]

ରକ୍ଷି (ଦେଖ) - — Rakshi (See)



ରକ୍ଷିକ

ଉଚ୍ଚାରଣ

[ସମ୍ପାଦନା]
(ରକ୍ଷିତା—ସ୍ତ୍ରୀ) 

(ଅରକ୍ଷିତ—ବିପରୀତ)

ସଂସ୍କୃତ - ବିଶେଷଣ - (ରକ୍ଷ ଧାତୁ+କର୍ମ. ତ)

[ସମ୍ପାଦନା]
୧. ବିପଦରୁ ପରିତ୍ରାତ — ୧. Saved from danger.
୨. ପ୍ରତିଫଳିତ — ୨. Reared up; maintained.
୩. ସଂଗୋପିତ; ଜଗା ହୋଇଥିବା — ୩. Guarded; protected; treasured.
୪. ଆଶ୍ରୟକୁ ନୀତ —୪. Taken under one's protection.

ବିଶେଷ୍ୟ -

[ସମ୍ପାଦନା]

ବୈଦିକ ଗ୍ରନ୍ଥ ବିଶେଷ —Name of a Hindu medicinal work.

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ବଙ୍ଗୀୟମାନଙ୍କର ବଂଶୋପାଧି ବିଶେଷ —A family-title in Bengal.