Jump to content

ରକ୍ଷିତା

ଉଇକିଅଭିଧାନ‌ରୁ

ରକ୍ଷିତା

ଉଚ୍ଚାରଣ

[ସମ୍ପାଦନା]

(ବିବାହିତା—ବିପରୀତ)

ସଂସ୍କୃତ - ବିଶେଷଣ - (ରୂଶ୍ର୍ ଧାତୁ+କର୍ତ୍ତୃ ତୃ; ରକ୍ଷିତୃ; ୧ମା ୧ବ)

[ସମ୍ପାଦନା]

ରକ୍ଷକ (ଦେଖ) - —Rakshaka (See)

ସଂସ୍କୃତ - ବିଶେଷଣ - ସ୍ତ୍ରୀ (ରକ୍ଷିତ+ଆ)

[ସମ୍ପାଦନା]

ରକ୍ଷିତର ସ୍ତ୍ରୀଲିଙ୍ଗ —Feminine of Rakshita.

ବିଶେଷ୍ୟ - ସ୍ତ୍ରୀ

[ସମ୍ପାଦନା]

ଉପପତ୍ନୀ; ରଖେଈ ମାଇପ; ଯେଉଁ ସ୍ତ୍ରୀକୁ କୌଣସି ପୁରୁଷ ବିବାହ ନ କରି ସ୍ତ୍ରୀ ରୂପେ ରଖିଥାଏ; ପୋଇଲୀ —A concubine.