Jump to content

ରକ୍ଷିତା ଦାସୀ

ଉଇକିଅଭିଧାନ‌ରୁ

ରକ୍ଷିତା ଦାସୀ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ

[ସମ୍ପାଦନା]

ପୋଇଲୀ; ଉପପତ୍ନୀରୂପେ ପାଳିତା ଦାସୀ — A maid-servant who is made a concubine.

[ଦ୍ରଷ୍ଟବ୍ୟ —ଓଡ଼ିଶାରେ କ୍ଷତ୍ରିୟମାନଙ୍କ ପରିବାରରେ ଓ କରଣମାନଙ୍କ ପରିବାରରେ ଏବଂ ସେମାନଙ୍କ ଦେଖାଦେଖି ଓଡ଼ିଶାର ଉପନିବେଶୀ ବଙ୍ଗୀଳିଙ୍କ ପରିବାରରେ ମଧ୍ୟ 'ପୋଇଲୀ ପ୍ରଥା' ଥିଲା ଆନନ୍ଦର ବିଷୟ ଯେ ଏ ପ୍ରଥା ବର୍ତ୍ତମାନ କମୁଅଛି]