Jump to content

ରକ୍ଷି ଠାର

ଉଇକିଅଭିଧାନ‌ରୁ

ରକ୍ଷି ଠାର

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ଦୂର୍ଗ ମଧ୍ୟରେ ପ୍ରବେଶ କରିବା ବ୍ୟକ୍ତି ସ୍ୱପକ୍ଷୀୟ କି ବିପକ୍ଷୀୟ, ଏହା ଜାଣିବା ପାଇଁ ସ୍ୱପକ୍ଷୀୟ ବ୍ୟକ୍ତି— ମାନଙ୍କ ମଧ୍ୟରେ ପ୍ରଚାରିତ ଠାର ବା ପଦ ବା ଇସରା —Watchword.

[ଉ—ବଦଳିଆ କହିଦିଏ ରକ୍ଷିଠାର, ଉନ୍ନିଦ୍ର ଛାଡ଼ଇ ତେବେ ସ୍ୱାଧିକାର ଅଜୟଚନ୍ଦ୍ର; ଶେଷବନ୍ଦୀ

[ଦ୍ରଷ୍ଟବ୍ୟ —ଏହି ଠାରକକୁ ସ୍ୱପକ୍ଷୀୟ ବ୍ୟକ୍ତିମାନେ ଜାଣି ଥାଆନ୍ତିଁ ରକ୍ଷି ବା ପହରାବାଲାମାନେ କୌଣସି ବ୍ୟକ୍ତିକୁ ଦେଖିଲାକ୍ଷଣି ତାକୁ ପ୍ରଶ୍ନ କରନ୍ତି 'କିଏ ରେ?' ସେ ସ୍ୱପକ୍ଷିୟ ବ୍ୟକ୍ତି ହୋଇଥିଲେ 'ରକ୍ଷିଠାର' ଜାଣି ଥାଏ ଓ ସେହି ଠାରଟି ଉଚ୍ଚାରଣ କରି ଉତ୍ତର ଦିଏ ଓ ପହରାବାଲା ଜାଣି ପାରେ ଯେ, ଆଗନ୍ତୁକ ଆମ ଦଳର ବ୍ୟକ୍ତି କିନ୍ତୁ ଅନ୍ୟ ଦଳର ବ୍ୟକ୍ତି ହୋଇଥିଲେ ସେ 'ରକ୍ଷି ଠାର' ଜାଣି ନ ଥିବାରୁ ସେ ଠାରରେ ଉତ୍ତର ଦେଇ ପାରେ ନାହିଁ ଓ ବିପକ୍ଷୀୟ ବୋଲି ଧରା ପଡ଼ି ଦଣ୍ଡିତ ହୁଏ ଦୂର୍ଗରକ୍ଷକ ମାଲିକଙ୍କ ଆଦେଶ ଅନୁସାରେ ଏ 'ରକ୍ଷିଠାର' ନିତି ନିତି ବଦଳାଯାଏ]