ରକ୍ଷି ସୈନ୍ୟ
ଦେଖଣା
ରକ୍ଷି ସୈନ୍ୟ
ଉଚ୍ଚାରଣ
[ସମ୍ପାଦନା][ରକ୍ଷି ସୈନିକ—ଅନ୍ୟରୂପ]
ସଂସ୍କୃତ - ବିଶେଷ୍ୟ - (କକର୍ମଧା; ରକ୍ଷି+ସୈନ୍ୟ)
[ସମ୍ପାଦନା]- ୧. ରାଜାଙ୍କ ଶରୀର ରକ୍ଷାର୍ଥ ନିଯୁକ୍ତ ବ୍ୟକ୍ତି —୧. A soldier acting as a bodyguard.
- ୨. ନଗର ଦୂର୍ଗାଦି ରକ୍ଷାର୍ଥ ନିଯୁକ୍ତ ବ୍ୟକ୍ତି —୨. A soldier employed to guard a town or fort.
- ୩. ପହରାବାଲା —୩. Guardsman; sentinel.
[ଦ୍ରଷ୍ଟବ୍ୟ —ଇନ୍ ଭାଗାନ୍ତ ଶବ୍ଦମାନ ଏକାକୀ ବ୍ୟବହୃତ ହେଲେ ଈକାରାନ୍ତ ହୁଏ; ଯଥା—ହସ୍ତୀ, ରକ୍ଷୀ ଇତ୍ୟାଦି; କିନ୍ତୁ ଅନ୍ୟ ଶବ୍ଦ ପୂର୍ବେ ସମାସ ହୋଇ ଯୁକ୍ତ ଦେଲେ ଇ—ରୂପ ରହେ ଯଥା—ରକ୍ଷିସେନା, ରକ୍ଷିସୈନ୍ୟ ହସ୍ତିଶାଳା, ହସ୍ତିବାହ ଇତ୍ୟାଦି]