Jump to content

ରକ୍ଷୀ

ଉଇକିଅଭିଧାନ‌ରୁ

ରକ୍ଷୀ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ରକ୍ଷ୍ ଧାତୁ+କର୍ତ୍ତୃ ଇନ୍;ରକ୍ଷିନ୍;୧ମା.୧ବ)

[ସମ୍ପାଦନା]
୧. ଯାହା ରକ୍ଷା କରେ — ୧. Saving.
୨. ରକ୍ଷକ; ପ୍ରହରୀ —୨. Guarding; protecting.
୩. ଯାହା ବିପଦରୁ ବା ଅଶୁଭରୁ ମନୁଷ୍ୟକୁ ରକ୍ଷା କରେ —୩. Saving or protecting from evil or danger.

=== ବିଶେଷ୍ୟ -

୧. ପ୍ରହରୀ —୧. Sentinel; a guardsman.

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ରାଖି (ଦେଖ) - —Rākhi (See)