Jump to content

ରକ୍ଷୋଘ୍ନ

ଉଇକିଅଭିଧାନ‌ରୁ

ରକ୍ଷୋଘ୍ନ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ରକ୍ଷସ+ହନ୍ ଧାତୁ+କର୍ତ୍ତୃ. ଅ)

[ସମ୍ପାଦନା]

ଯେ ରାକ୍ଷସମାନଙ୍କୁ ବିନାଶ କରେ —Destroying demons.

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. ଭଲ୍ଲାତକ; ଭାଲିଆ —. The Marking nut; Semicarpus Anacardium.
୨. ଶ୍ୱେତ ସର୍ଷପ; ରାଇ ସୋରିଷ —୨. White sort of mustard seed.
୩. କାଞ୍ଜିକ; କାଞ୍ଜି —୩. Sour rice water; fermented rice water.
୪. ହିଙ୍ଗୁ; ହେଙ୍ଗୁ —୪. Asafætida; Ferula asafætida.