Jump to content

ରକ୍ଷ୍ୟ

ଉଇକିଅଭିଧାନ‌ରୁ

ରକ୍ଷ୍ୟ

ଉଚ୍ଚାରଣ

[ସମ୍ପାଦନା]
[ରକ୍ଷ୍ୟା—ସ୍ତ୍ରୀ] 

ସଂସ୍କୃତ - ବିଶେଷଣ - (ରକ୍ଷ ଧାତୁ+କର୍ମ. ଯ)

[ସମ୍ପାଦନା]

ରକ୍ଷଣୀୟ; ରକ୍ଷିତ ହେବାର ଯୋଗ୍ୟ —Deserving to be protected or preserved.