Jump to content

ରକ୍ଷୟିତା

ଉଇକିଅଭିଧାନ‌ରୁ

ରକ୍ଷୟିତା

ଉଚ୍ଚାରଣ

[ସମ୍ପାଦନା]
(ରକ୍ଷୟିତ୍ରୀ—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ରକ୍ଷ ଧାତୁ+କର୍ତ୍ତୃ ତୃ; ରକ୍ଷୟିତୃ; ୧ମା୧ବ)

[ସମ୍ପାଦନା]
୧. ରକ୍ଷକକ (ଦେଖ) - — ୧. Rakshaka (See)
୨. ଜଗିବା ବାଲା — Watching; guarding.