ରକ୍ଷ (ଧାତୁ)
ଦେଖଣା
ରକ୍ଷ (ଧାତୁ)
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ -
[ସମ୍ପାଦନା]- ୧. ପାଳନ କରିବା —୧. To cherish; to rear up.
- ୨. ବିପଦାଦିରୁ ଉଦ୍ଧାର କରିବା; ରକ୍ଷା କରିବା —୨. To save from danger; to spare.
- ୩. ଆପଦ ଆଦିରୁ ଘୋଡ଼ାଇ ରଖିବା — ୩. To protect from danger.
- ୪. ରଖିବା — ୪. To keep.
- ୫. ଜଗିବା —୫. To guard; to tend.
- ୬. (ରାଜ୍ୟ) ଶାସନ କରିବା —୬. To rule; to govern.
- ୭. (ଗୁପ୍ତ କଥା) ପ୍ରକାଶ ନ କରିବା — ୭. Not to divulge.
- ୮. ଯତ୍ନ ନେବା —୮. To take care.
- ୯. (ପରି+ରକ୍ଷ ଧାତୁ) ଧ୍ୱଂସରୁ ରକ୍ଷା କରିବା —୯. To save from ruin.
- ୧. (ସମ୍+ ରକ୍ଷ ଧାତୁ) ବିଶେଷ ଯତ୍ନ ସହକାରେ ରଖିବା —To keep with care.