ରଖନ୍ତା
ରକ୍ଷାକାରୀ — Protecting; keeping.
ରକ୍ଷକ ବ୍ୟକ୍ତି —Protector; keeper.
[ଉ—କ୍ଷତରୁ ରଖନ୍ତା କ୍ଷତ୍ରିୟ ଅଟଇ, ଆପଣା କନ୍ୟାକୁ ରଖି ନ ପାରଇ ନନ୍ଦକିଶୋର କୃଷ୍ଣକୁମାରୀ]