ରଖା
ଦେଖଣା
ରଖା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ରକ୍ଷା)
[ସମ୍ପାଦନା]- ୧. ରଖିବା —୧. Keeping; preserving.
- ୨. ଜଗିବା —୨. Watching.
ବିଶେଷଣ -
[ସମ୍ପାଦନା]- ୧. ରକ୍ଷକ —୧. Saving.
- ୨. ଜଗୁଆଳି; ଜଗିଥିବା —୨. Guarding.
[ଉ—ରଖା ସୁରମାନଙ୍କୁ ଜୀବନେ ମାରି, ହରିବୀର ବିଶ୍ୱନାଥ ବିଚିତ୍ରରାମାୟଣ]
- ୩. ରକ୍ଷିତ —୩. Saved; kept.
- ୪. ଯହିଁରେ କୌଣସି ବସ୍ତୁ ରଖାଯାଏ —୪. In which something is kept.
- ୫. ଯାହାଦ୍ୱାରା କୌଣସି ବିଷୟର ରକ୍ଷା ହୁଏ —୫. Enabling one to save something.