ରଖାଈ
ଦେଖଣା
ରଖାଈ
ଉଚ୍ଚାରଣ
[ସମ୍ପାଦନା](ବେହୀ—ବିପରୀତ)
(ରଖିଆ—ପୁଂ)
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷଣ - ସ୍ତ୍ରୀ (ସଂସ୍କୃତ - ରକ୍ଷିତା)
[ସମ୍ପାଦନା]ରକ୍ଷିତା; ପାଳିତା — Kept; maintained (female)
(ଯଥା—ରଖେଇ ଭାରିଜା, ରଖେଇ ମାଇପ) ===
ବିଶେଷ୍ୟ -
[ସମ୍ପାଦନା]- ୧. ରକ୍ଷିତା ସ୍ତ୍ରୀ; ପୋଇଲୀ — ୧. Concubine; a mistress.
- ୨. କୌଣସି ଦ୍ରବ୍ୟକୁ ରଖିବାପାଇଁ ପ୍ରଦତ୍ତ ମଜୁରି —୨. Remuneration paid to a custodian or watchman.