Jump to content

ରଖା ଥୁଆ

ଉଇକିଅଭିଧାନ‌ରୁ

ରଖା ଥୁଆ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ଏକାର୍ଥକ ସହଚର;ସଂସ୍କୃତ - ରକ୍ଷଣ; ସ୍ଥାପନ)

[ସମ୍ପାଦନା]
୧. ଜଗାରଖା; ହେପାଜତ୍ —୧. Custody; care of anything.
୨. ସଂସାରରେ ନିରାପଦ ଅବସ୍ଥିତି —୨. Safe existence in the world; well-being.
୩. ସାଇତା କର୍ମ —୩. Storing.
୪. ବହୁ ଦ୍ରବ୍ୟକକୁ ସଜାଡ଼ି କରି ରଖିବା କର୍ମ —୪. Keeping of many things in order; arrangement.