ରଖା ରଖି
ଦେଖଣା
ରଖା ରଖି
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - ଓବିଶେଷଣ -
[ସମ୍ପାଦନା](ସହଚର ଶବ୍ଦ)—୧ ରଖିବା ଆଦି କର୍ମମାନ —୧. Acts of keeping.
- ୨. ବହୁ ବସ୍ତୁ ସଜାଡ଼ି କରି ରଖିବା; ସଜଡ଼ା ସଜଡ଼ି —୨. Keeping of many things in order.
- ୩. ରକ୍ଷଣାବେକ୍ଷଣ; ଦ୍ରବ୍ୟକକୁ ଯତ୍ନରେ ରଖିବା — ୩. Custoody; taking care of thing.
- ୪. ପରସ୍ପରକୁ ରକ୍ଷା କରିବା —୪. Protecting each other.
[ଉ—ଅନ୍ୟୋନ୍ୟ ତୁମ୍ଭେ ଆମ୍ଭେ ରଖା ରଖି ପ୍ରାଣ, ହୋଇ ଥାଇତ ମୋତେ ନ କହ ବଚନ କୃଷ୍ଣସିଂହ ମହାଭାରତ ଶାନ୍ତି]