ରଖି ଦେବା
ଦେଖଣା
ରଖି ଦେବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ରଖି ଦେବା
|
ଦେଶଜ - କ୍ରି.
[ସମ୍ପାଦନା]- ୧. ସଞ୍ଚିତ କରି ରଖିବା; ସାଇତି ରଖିବା ୧. To store up a thing.
- ୨. ଯଥା— ସ୍ଥାନରେ ସ୍ଥାପନ କରିବା —୨. To place a things in its proper place.
- ୩. ନ କାଢ଼ିବା; କୌଣସି ବିଷୟକୁ ବାହାରେ ପ୍ରକାଶ଼ ନ କରିବା —୩. Not to bring out a thing.
[ଯଥା—ତୋ ପାଟ ଲୁଗାକୁ ସିନ୍ଧୁକରେ ରଖିଦେଶଜ - ତୋ ଚଲାଖି ରଖି ଦେ]
- ୪. ବ୍ୟବହାରରେ ନ ଲଗାଇବା — ୪. Not to apply to use; not to utilise.
- ୫. ଉଲ୍ଲେଖ ନ କରିବା —୫. Not to mention.
[ଯଥା—ରଖଖି ଦେଇ ଥା ତୋ ବିଦ୍ୟାବୁଦ୍ଧି]