ରଖି ପକେଇବା
[ରଖି ପାରିବା—ଅନ୍ୟରୂପ]
(ବ୍ୟଙ୍ଗ)—ରଖିବାକୁ ସମର୍ଥ ହେବା —To be able to keep or maintain or save.
[ଯଥା—ତାଙ୍କର ଯେଉଁ ଅବସ୍ଥା, ତା ମୁଁ ଜାଣେ, ସେ ଗୋଟେ ପାଞ୍ଚଶହ ଟଙ୍କିଆ ଘୋଡ଼ା ରଖି ପକାଇବେ ତାଙ୍କ ମୂହଁ ଦିଶୁଛି]