ରଖି ଯିବା
ଦେଖଣା
ରଖି ଯିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ରଖି ଯିବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. ପରିବାରସ୍ଥ ଅନ୍ୟ ବ୍ୟକ୍ତିଙ୍କ ବା ଉତ୍ତରା— ଧିକାରୀଙ୍କୁ ତ୍ୟାଗ କରି ମୃତ ହେବା; ଛାଡ଼ିବା — ୧. To leave (person surviving as heirs).
- ୨. ଆପଣା ମୃତ୍ୟୁ ପରେ କୌଣସି ବିଷୟ ସ୍ଥାୟୀ ହୋଇ ରହିବାର ଉପାୟ କରି ମରିବା —୨. To die after making provision for a matter.