ରଖେଈ
ଦେଖଣା
ରଖେଈ
ଉଚ୍ଚାରଣ
[ସମ୍ପାଦନା](ବେହୀ—ବିପରୀତ)
(ରଖିଆ—ପୁଂ)
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷଣ - ସ୍ତ୍ରୀ (ସଂସ୍କୃତ - ରକ୍ଷିତା)
[ସମ୍ପାଦନା]ରକ୍ଷିତା; ପାଳିତା — Kept; maintained (female)
(ଯଥା—ରଖେଇ ଭାରିଜା, ରଖେଇ ମାଇପ) ===
ବିଶେଷ୍ୟ -
[ସମ୍ପାଦନା]- ୧. ରକ୍ଷିତା ସ୍ତ୍ରୀ; ପୋଇଲୀ — ୧. Concubine; a mistress.
- ୨. କୌଣସି ଦ୍ରବ୍ୟକୁ ରଖିବାପାଇଁ ପ୍ରଦତ୍ତ ମଜୁରି —୨. Remuneration paid to a custodian or watchman.
ରଖେଈ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା](ରଖୈ—ଅନ୍ୟରୂପ)
ଅନୁବାଦ
[ସମ୍ପାଦନା]ଗ୍ରାମ୍ୟ - ବିଶେଷଣ - (ସ୍ତ୍ରୀ)
[ସମ୍ପାଦନା]ରକ୍ଷିତା (ସ୍ତ୍ରୀ) —kept (woman)
ବିଶେଷ୍ୟ - ସ୍ତ୍ରୀ
[ସମ୍ପାଦନା]- ୧. ରଖେଈ ମାଇପ (ଦେଖ) - — ୧. Rakheī māipa (See)
- ୨. ପାଳିବାର ବା ରଖିବାର ମଜୁରି ବା ପରିଶ୍ରମିକ — ୨. Wages paid to a person for keeping or watching.