ରଖ୍
ଦେଖଣା
ରଖ୍
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - କ୍ରି. (ରଖିବା କ୍ରିୟାର ଅବଜ୍ଞାପକ କର୍ତ୍ତା 'ତୁ' ସଙ୍ଗେ ବ୍ୟବହୃତ ଆକାର)
[ସମ୍ପାଦନା](ତୁ) ରଖିବା କ୍ରିୟା କର୍ — (Let thou) Keep.
[ଉ—ରଖକ୍ ତୋ ଜମିଦାର ବାବୁକୁ ତୋ ଘରେ କୁନ୍ତଳାକୁମାରୀ. ନଅତୁଣ୍ଡୀ]
ଦେଶଜ - ଅ
[ସମ୍ପାଦନା]ଛାଡ଼୍ (ଅମୁକ ବିଷୟ ବା କଥା) ତ୍ୟାଗକର୍ — Give up (that matter).