ରଗ
ଦେଖଣା
ରଗ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ବୈଦେଶିକ - ବିଶେଷ୍ୟ - (ଫାରାସୀ - ରଗ୍)
[ସମ୍ପାଦନା]- ୧. ଲଲାଟର୍ ଦୁଇପାଖରେ ଶିରା — ୧. Temporal artery.
- ୨. ଶିରା —୨. Vein.
ଦେଶଜ - ବି—(ସଂସ୍କୃତ - ରଞ୍ଜ ଧାତୁ)
[ସମ୍ପାଦନା]- ୧. କ୍ରୋଧ; ରାଗ — ୧. Anger; rage.
- ୨. ଗଲୁ; କଣ୍ଡୂ —୨. Itching.
- ୩. ଅହନ୍ତା —୩. Grudge.
- ୪. ଯୌବନଜନିତ ସ୍ଫୁର୍ତ୍ତି — ୪. Sprightfulness of youth.
- ୫. ହପ୍ପା — ୫. Paroxysm.