Jump to content

ରଗଡ଼ା

ଉଇକିଅଭିଧାନ‌ରୁ

ରଗଡ଼ା

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଘର୍ଷଣ)

[ସମ୍ପାଦନା]
୧. ଟାଣ ବସ୍ତୁଦ୍ୱୟର ପରସ୍ପର ଘର୍ଷଣ —୧. Rubbing; grinding.

(ଯଥା—ଦାନ୍ତ ରଗଡ଼)

୨. (ମୁଗ ଇତ୍ୟାଦିକୁ) ଚକିରେ ପେଷିବା —୨. Pulverising; grinding or splitting of grains and lentils.
୩. କାନ ମୋଡ଼ା —୩. Crushing of the ears.

ବିଶେଷଣ -

[ସମ୍ପାଦନା]
୧. କଙ୍କରମୟ —୧. Gravelly.
୨. ପେଷା ହୋଇଥିବା —୨. Pulversed; ground; rubbed; split.
୩. ବଗଡ଼ା; ଖଦଡ଼ା —୩. Rough.

(ଯଥା—ରଗଡ଼ା ପଥର)

୪. ମୋଟା —୪. Course.

(ଯଥା—ରଗଡ଼ା ଗାମୁଛା)

୫. ଟାଣ; କର୍କଶ — ୫. Rough; harsh.